Below header

ଦୁଃଖଦ ଅଘଟଣ: ନିଆଁ ଲାଗି ଗୋଟିଏ ପରିବାରର ୩ ଜଣ ଗୁରୁତର

ରାୟଗଡା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କଲ୍ଯାଣସିଙ୍ଗପୁର ବ୍ଳକ ଶିକାରପାଇ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାର ଚାରୀ ସଦସ୍ଯ ଗୁରୁତର ଚାରୀ ଜଣଙ୍କୁ ରାୟଗଡ଼ା  ମୂଖ୍ଯ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ଥିବାବେଳେ ପଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଏଯାଏଁ ଯାହା ସୂଚନା ରହିଛି ରୁଟି ଦୋକାନ ମାଲିକ ଦୟାନିଧି ବେହେରା ତାଙ୍କ ସ୍ତ୍ରୀ ଏବଂ ପୁଅ ବହୁ ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.