Below header

 ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ: ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର, ୨ ଉଦ୍ଧାର ଜଣେ ନିଖୋଜ

ଢେଙ୍କାନଳ(କେନ୍ୟୁଜ୍):  ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର । ଜଣେ ନିଖୋଜ । ଦୁଇ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ଜଣେ ନିଖୋଜଙ୍କୁ ଖୋଜୁଛି ଅଗ୍ନିଶମ କର୍ମଚାରୀ । ନିଖୋଜ ଛାତ୍ର ନୂଆପଡ଼ା ଗାଁର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଗଁଦିଆ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

ଉଦ୍ଧାର ଛାତ୍ର ଦୁଇ ଜଣ ହେଲେ ଶୁଭମ ଜେନା ଓ ମୁନା ସାହୁ । ନିଖୋଜ ଛାତ୍ରଙ୍କୁ ଖୋଜିବା ଘଟଣା ସ୍ଥଳରେ ଗଁଦିଆ ପୋଲିସ ଓ ଅଗ୍ନିଶମ କର୍ମ ଚାରୀ ମାନେ ପହଞ୍ଚି ବ୍ରାହ୍ମଣୀ ନଦୀରେ ଖୋଜା, ଖୋଜି ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.