Below header

ଶ୍ରୀକ୍ଷେତ୍ରରୁ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଲା ସିଂହଦ୍ଵାର ଥାନା ପୋଲିସ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରୁ ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଛି ସିଂହଦ୍ଵାର ଥାନା ପୋଲିସ।ସେମାନେ ହେଲେ ଛତିଶଗଡ ଚମ୍ପା ଜିଲ୍ଲା ଅନ୍ତର୍ଗତ ଶକ୍ତି ଥାନା ଅଞ୍ଚଳର ଶକୁନ୍ତଳା ବାଇ ପାଟିଲ,ନନ୍ଦିନୀ ପାଟିଲ ଓ ଦିପା ୱାଗିଲ।ବ୍ରହ୍ମପୁରର ନିଶା ପ୍ରଧାନ ପରିବାର ସହ ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିର ଯାଇ ମା ବିମଳାଙ୍କ ମନ୍ଦିରରେ ଦର୍ଶନ କରୁଥିବାବେଳେ ଏହି ୩ ଜଣ ମହିଳା ପର୍ସ ଲୁଟିଥିଲେ।ସେଠାରେ ଉପସ୍ଥିତ ସାଧା ପୋଷାକଧାରୀ ପୋଲିସ ତାଙ୍କୁ କାବୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.