Below header

କଣ୍ଟାବାଞ୍ଜି: ସଚେତନତା ପରେ ବି ଥମୁନି ଦାଦାନ ଚାଲାଣ, ତୁରେକେଲା ରେଲୱେ ଷ୍ଟେସନରୁ ୩୩ ଶ୍ରମିକ ଉଦ୍ଧାର କଲା ପୋଲିସ

କଣ୍ଟାବାଞ୍ଜି(କେନ୍ୟୁଜ୍): ସଚେତନତା ପରେ ବି ଥମୁନି ଦାଦାନ ଚାଲାଣ। କଣ୍ଟାବାଞ୍ଜି ତୁରେକେଲା ରେଲୱେ ଷ୍ଟେସନରୁ ୩୩ ଶ୍ରମିକ ଉଦ୍ଧାର କଲା ପୋଲିସ। ଏମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଉଦ୍ଧାର ଶ୍ରମିକମାନେ ନୂନହାଡ, ଅଇଲାଭଟା ଓ ଖରଖରା ଅଞ୍ଚଛଲର ବୋଲି ଜଣାପଡିଛି। ଶ୍ରମିକଙ୍କ ମଧ୍ୟରେ ୯ ମହିଳା ଓ ୧୦ଜଣ ପୁରୁଷ ଅଛନ୍ତି। ଉଦ୍ଧାରଙ୍କ ମଧ୍ୟରେ ୧୪ଜଣ ଶିସୁ ଥିବା ଜଣାପଡିଛି। ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ଖବର ପାଇ ପୋଲିସ ଷ୍ଟେସନରୁ ଉଦ୍ଧାର କରିଥିଲା। ତେବେ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ତାହା ସ୍ଚଷ୍ଟ ହୋଇନି । ପୋଲିସ ତଦନ୍ତ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.