ବାରିପଦା ସହୀଦ ସ୍ମୃତି ଭବନ ଠାରେ ତୃତୀୟ ଶିଶୁ କଳା ମହୋତ୍ସବ

ମୟୂରଭଞ୍ଜ କଲଚୁରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ (ଏମସିଡିଏଫ୍) ଆନୁକୂଲ୍ୟରେ ବାରିପଦା ସ୍ଥିତ ସହୀଦ ସ୍ମୃତି ଭବନ ଠାର ଦୁଇ ଦିନ ଧରି ତୃତୀୟ ଶିଶୁ କଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ମୟୂରଭଞ୍ଜ କଲଚୁରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ (ଏମସିଡିଏଫ୍) ଆନୁକୂଲ୍ୟରେ ବାରିପଦା ସ୍ଥିତ ସହୀଦ ସ୍ମୃତି ଭବନ ଠାର ଦୁଇ ଦିନ ଧରି ତୃତୀୟ ଶିଶୁ କଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ନର୍ସରୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କଳାକୁ ନେଇ ଏଠାରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା।

baripada

ଉଦଯାପନୀ ସନ୍ଧ୍ୟାରେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ଉପ ନଗରପାଳ ସୀମା ଦାସ ଯୋଗ ଦେଇଥିଲେ। ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରିବା କ୍ଷେତ୍ରରେ ଏହି ମହୋତ୍ସବର ଆୟୋଜନ, ଏଥି ସହିତ ଆଗକୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

baripada.

 

baripada

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.