Browsing Tag

Baripada

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ଆରମ୍ଭ, ପ୍ରଥମ ଦିନରେ କେବଳ ପହଣ୍ଡି ହୋଇ ରଥାରୁଢ ହେଲେ…

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ଆରମ୍ଭ । ପାରମ୍ପରିକ ରୀତିନୀତିରେ ପ୍ରଥମ ଦିନରେ କେବଳ ପହଣ୍ଡି ହୋଇଥିଲା । ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ରଥଟଣା ।  ଆଜି ବଡଠାକୁର ବଳଭଦ୍ରଙ୍କ ରଥ ଟଣା ହୋଇ ମାଉସୀମା ମନ୍ଦିରରେ…

ବାରିପଦା ସହରରୁ ମିଳିଲା ୧.୫ କୋଟି ବର୍ଷ ତଳର ସାମୁଦ୍ରିକ ଜୀବାଶ୍ମ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି ।  ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା ।  ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର ମାଛର ଜୀବାଶ୍ମ…

ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ

ମୟୁରଭଞ୍ଜ: ବାରିପଦାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ ।  ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।  ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଥିଲା । ରାତି ୧୦ଟା ବେଳକୁ ପ୍ରବଳ ବର୍ଷା…

ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା, ମାର୍ଚ୍ଚ ପ୍ରଥମ ସପ୍ତାହରୁ ହେବ ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା । ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପର୍ଯ୍ୟଟନ…

ବାରିପଦା ମେଡିକାଲରୁ ଶିଶୁ ଚୋରି, ଛୁଆକୁ ଧରି ଛୁ ମାରିଲେ ମହିଳା

ବାରିପଦା: ବାରିପଦା ମେଡିକାଲରୁ ଶିଶୁ ଚୋରି ।  ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ ।  ବାରିପଦା ସଦର ରାଣୀଭୋଳ ଗାଁର ଧାନାଇଁ…

ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଶିଲା, ଚାବି ନେଇ କାର ଚୋରି କଲା ଦୃର୍ବୁତ୍ତ

ବାରିପଦା : ଘର ଟାଇଲ ଖୋଲି ଲୁଟ । ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଶିଲା ଆଉ ଚାବି ନେଇ କାର ଚୋରି କଲା ଦୃର୍ବୁତ୍ତ । ଏଭଳି ଏକ ଅଭିନବ ଉପାୟରେ କାର ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଖବର ସାମ୍ନାକୁ ଆସିଛି ବାରିପଦା ଅଞ୍ଚଳରୁ। ବାରିପଦା ଟାଉନ ଥାନା ଅର୍ନ୍ତଗତ ଦେଉଳ…

୭ ଫୁଟ ଲମ୍ବା ବିଷାକ୍ତ ନାଗ ସହିତ ଗୋଟିଏ ବିଛଣାରେ ରାତି ବିତାଇଲେ ଯୁବକ

ମୟୁରଭଞ୍ଜ : ସାପ ସହ କାଟିଲେ ରାତି ।  ଗୋଟିଏ ସର୍ଯ୍ୟାରେ ରାତି ସାରା ଶୋଇଲେ ଯୁବକ ।  ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ରତାପୁର ଗାଁର ଡହିସାହିରେ । ଏଭଳି ଆଚାର୍ଯ୍ୟକର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।  ଏକ ନାଗ ସାପ ସହିତ ମଶାରୀ ଭିତରେ…

ମୌସୁମୀ ବର୍ଷା ଆରମ୍ଭରୁ ବାରିପଦା ସହର ବେହାଲ, ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା

ବାରିପଦା: ମୌସୁମୀ ବର୍ଷା ଆରମ୍ଭରୁ ବାରିପଦା ସହର ବେହାଲ । ଶନିବାର ଲଗାଣ ବର୍ଷାରେ ସହର ବିଭିନ୍ନ ୱାର୍ଡରେ ଘରେ ବର୍ଷା ପାଣି ପ୍ରବେଶ କରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଶନିବାର ସନ୍ଧ୍ୟା ପ୍ରାୟ ୭ଟାରୁ ବାରିପଦାରେ ଲଗାଣ ପ୍ରବଳ ବର୍ଷା ହୋଇଥିଲା । ସହରର ବିଭିନ୍ନ ତଳି…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଛି ନିଶାବେପାର ।  ପୁଣି ବାରିପଦାରେ ବ୍ରାଉନସୁଗାର ବିକ୍ରି ଅଭିଯୋଗ ହୋଇଛି । ବାରିପଦା ଚିପଟଅସ୍ତିଆ ଅଞ୍ଚଳରୁ ଗତକାଲି ବାରିପଦା ଟାଉନ ଥାନା ପୋଲିସ ୫ ଗ୍ରାମ ୧୬୦ ମିଲିଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ । ଗିରଫ ବ୍ୟକ୍ତି ଜଣକ…

ମୟୁରଭଞ୍ଜ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବାରିପଦା : ବାରିପଦା ସ୍ଥିତ ମୟୁରଭଞ୍ଜ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ହୋଇଛି ଅଗ୍ନିକାଣ୍ଡ ।  ସର୍ଟ ସର୍କିଟରୁ ହୋଇଛି ଅଗ୍ନିକାଣ୍ଡ ।  ଜେରକ୍ସ ମେସିନ ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ନିଆଁକୁ କଲା ଆୟତ୍ତ କରିଛି । ସମଗ୍ର…

ତାତିରୁ ଆଶ୍ବସ୍ତି ଆଣିଲା କାଳବୈଶାଖୀ, ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା

ଭୁବନେଶ୍ୱର : ରାଜ୍ୟରେ ପାଗରେ ପରିବର୍ତ୍ତନ । ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ଆଣିଲା କାଳବୈଶାଖୀ ବର୍ଷା । ଗତକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ…

ଦାଦାକୁ ମାରିଲା ପୁତୁରା, ଏକ ବର୍ଷ ପରେ ବାପାଙ୍କୁ ହୋଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ

ହୋଲି ଯୋଡ଼ିଥାଏ ସମ୍ପର୍କ । ହେଲେ ଏଇ ହୋଲିରେ ରକ୍ତ ସମ୍ପର୍କରେ ବହିଲା ରକ୍ତ । ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଦାଦାର ରକ୍ତରେ ହୋଲି ଖେଳିଲା ପୁତୁରା । ବାପାଙ୍କୁ ହୋଇଥିବା ଅପମାନର ପ୍ରତିଶୋଧ ନେଲା ପୁଅ । ତାହା ପୁଣି ବର୍ଷେ ପରେ । ଏ ବର୍ଷ ହୋଲିରେ ନେଲା ଗତବର୍ଷ ହୋଲିରେ ହୋଇଥିବା ଅପମାନର…