ବିଶ୍ୱର ଉତ୍ତପ୍ତ ସହର ବାରିପଦା, ଆଜି ବି ସର୍ବୋଚ୍ଚ ରେକର୍ଡ ୪୪ ଡିଗ୍ରୀ ସେଲସିୟସ
ବିଶ୍ୱର ଉତ୍ତପ୍ତ ସହର ବାରିପଦା । ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟ ସହରରେ ବି ଡହ ଡହ ଖରା, ଅସ୍ତବ୍ୟସ୍ତ ଜନଜୀବନ । ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ୨୫ ସହରର ତାପମାତ୍ରା। ୪୨ ଡିଗ୍ରୀ ସେଲସିୟସ ପାର କରିଛି ୧୦ଟି ସହରର ପାରା।…