ନିର୍ମାଣଧୀନ ବିଦ୍ୟୁତ ଟାୱାର ପଡି ୫ ଶ୍ରମିକ ଗୁରୁତର

ନିର୍ମାଣଧୀନ ବିଦ୍ୟୁତ ଟାୱାର ପଡି ୫ ଶ୍ରମିକ ଗୁରୁତର l ଶୁକ୍ରବାର ଅପରାହ୍ନରେ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ପିପିଲିକାନି ରେ JSW ଇଣ୍ଡ ବରାଥ ଏନେର୍ଜି କମ୍ପାନୀର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଘଟିଲା ଦୁର୍ଘଟଣା l

ଝାରସୁଗୁଡା : ନିର୍ମାଣଧୀନ ବିଦ୍ୟୁତ ଟାୱାର ପଡି ୫ ଶ୍ରମିକ ଗୁରୁତର l ଶୁକ୍ରବାର ଅପରାହ୍ନରେ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ପିପିଲିକାନି ରେ JSW ଇଣ୍ଡ ବରାଥ ଏନେର୍ଜି କମ୍ପାନୀର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଘଟିଲା ଦୁର୍ଘଟଣା l ଟାୱାର ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡିବା ଯୋଗୁଁ ୫ଜଣ ଗୁରୁତର ଆହତ ହୋଇଛନ୍ତି l ଆହତ ମାନଂକୁ ବେଲପାହାଡ ସ୍ଥିତ TRL କ୍ରୋସାକି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି କରାଯାଇ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.