କେନ୍ଦ୍ରାପଡ଼ା: ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମହାକାଳପଡ଼ା ବ୍ଲକ କରଞ୍ଜ ଗାଁରେ ବିଲରେ ଚାଷ କରୁଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗରଦପୁର ବ୍ଲକରେ ବଜ୍ରାଘାତ ନେଇଛି ଦୁଇ ଜଣଙ୍କର ଜୀବନ। ମାର୍ଶାଘାଇ ବ୍ଲକରେ ବି ଜଣଙ୍କର ମୃତ୍ୟୁ ହୋଇଛି। ମୃତାହତମାନେ ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.