Below header

ପଶ୍ଚିମବଙ୍ଗ ସିଲିଗୁଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୫ ଓଡିଆଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗ ସିଲିଗୁଡିରେ କାଲିଙ୍ଗପଙ୍ଗ ପୋଲିସ ଷ୍ଟେସନ ନିକଟରେ ବଡ ଧରଣର ଦୁର୍ଘଟଣା । ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ସେମାନେ ଏକ ଟାଟା ସୋମୋରେ ଯାଉଥିବା ବେଳେ ଗାଡିଟି ୧୦୦ ଫୁଟ ତଳକୁ ଖସିପଡିଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି । ସେମାନେ ସମସ୍ତେ ଗୋଟିଏ ପରିବାରର । ସମସ୍ତେ ରତିକାନ୍ତ ନନ୍ଦଙ୍କ ପରିବାର ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.