Below header

୫ ଜଣ ଡ଼ାକାୟତ ହେଲେ ଗିରଫ : ଜବତ ହେଲା ମାରଣାସ୍ତ୍ର ସହ ଅନେକ ଚୋରୀ ମାଲ୍

ଯାଜପୁର(କେନ୍ୟୁଜ୍) : ବରୀ ପୋଲିସ ଦ୍ବାରା ଗିରଫ ହେଲେ ୫ଜଣ ଅନ୍ତଃରାଜ୍ୟ ଡ଼କାୟତ ଗିରଫ ହୋଇଛନ୍ତି। ଡ଼ାକାୟତଙ୍କ ଠାରୁ ୩ଟି ବାଇକ୍, ୨ଟି ବନ୍ଧୁକ, ଲାପଟପ୍ , ଏଲଇଡ଼ି ଟିଭି, ସୁନା ଅଳଙ୍କାର ସହ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ କରୁଛନ୍ତି ଜିଲ୍ଲା ଏସଡ଼ିପିଓ ପ୍ରଶାନ୍ତ କୁମାର ମଲ୍ଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.