ବୈପାରିଗୁଡା ପୋଲିସ ଦ୍ବାରା ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ପିକଅପ୍ ଗାଡି ଜବତ

କୋରାପୁଟ(କେନ୍ୟୁଜ୍): ବୈପାରିଗୁଡା ପୋଲିସ ଦ୍ବାରା ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ । ବୋଲେରୋ ପିକଅପ୍ ଗାଡି ଜବତ। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର । ମାଲକାନଗିରି ପଟୁ ନବରଙ୍ଗପୁର ଅଭିମୁଖେ ଚାଲାଣ କରାଯାଉଥୁବାବେଳେ ନୁଅଗୁଡା ଛକ ନିକଟରୁ ଗାଡି ଯାଞ୍ଚ ବେଳେ ଏହି ଗଞ୍ଜେଇ ଧରାପଡିଛି।

ganja seized 1

ଗଞ୍ଜେଇ କେଉଁଠାରୁ ଅଣାଯାଉଥୁଲା,କେଉଁଠାକୁ ଚାଲାଣ କରାଯାଉଥୁଲା ଓ କିଏ କରୁଥୁଲା ତାର ତଦନ୍ତ ଜାରି ରହିଛି । ଗାଡିର ଅସଲି ନଂ ବାହାର କରିବାପରେ ପ୍ରକ୍‌ତ ଗାଡି ମାଲିକକୁ ଧରାଯିବ ବୋଲି ବୈପାରିଗୁଡା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.