ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ୍‌ ଭିଜିଟ୍‌ କଲେ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌

ସମ୍ବଲପୁର(କେନ୍ୟୁଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ୍‌ ଭିଜିଟ୍‌ କଲେ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ । ସେ ପ୍ରଥମେ ଶିଶୁ ରୋଗ ବିଭାଗ ପରିଦର୍ଶନ କରିଥିଲେ । ଏହି ବିଭାଗରେ ଚାଲୁଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ । ପରେ ଅନ୍ୟ ବିଭାଗ ପରିଦର୍ଶନ କରିଛନ୍ତି ଫାଇପ୍‌ ଟି ସଚିବ । କିଭଳି ମିଳୁଛି ସ୍ୱାସ୍ଥ୍ୟସେବା ରୋଗୀଙ୍କୁ ପଚାରି ବୁଝିବା ସହ ମେଡିକାଲର ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏତିକିବେଳେ ତାଙ୍କ ସହ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଜିଲ୍ଲପାଳ, ଏସ୍‌ପି, ସିଡିଏମ୍‌ଓଙ୍କ ସମେତ ଅନ୍ୟ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.