ରାଉରକେଲାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ବାସନ୍ତୀ କଲୋନୀରେ ଘଟିଛି ଏହି ଦୁଃଖଦ ଘଟଣା । ଛାତ୍ର ଜଣକ ସେଣ୍ଟ ଥମାସ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଆଜି ଘରେ ବାପାମାଆ ନଥିବା ବେଳେ ସେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଆତ୍ମହତ୍ୟାର କାରଣ କ ଜଣାପଡ଼ିନାହିଁ । ଛାତ୍ରର ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାରେ ରଖାଯାଇଛି । ଘଟଣାର ତଦନ୍ତ କରୁଛି ଉଦିତ ନଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.