Below header

ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ୭ଟି ହୁଣ୍ଡି

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ୭ଟି ହୁଣ୍ଡିକୁ ଆଜି ଖୋଲାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏହି ହୁଣ୍ଡି ଖୋଲାଯାଇଛି। ହୁଣ୍ଡି ଖୋଲିବା ପାଇଁ ୨୧୧ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ଚାରି ମାସ ବ୍ୟବଧାନରେ ଖୋଲାଯାଇଥିବା ଏହି ହୁଣ୍ଡିରୁ ୪୫ରୁ ୫୦ ଲକ୍ଷ ଟଙ୍କା ମିଳିବା ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଜଣେ ମାଜିଷ୍ଟ୍ରେଟ୍‌ ଓ ଦୁଇ ଜଣ ଏଣ୍ଡାମେଣ୍ଟ ନୀରିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.