ପୋଲିସ ଏନକାଉଣ୍ଟରରେ ୭ ନକ୍ସଲ ନିପାତ, ଛତିଶଗଡ଼ ସୀତାଗେଟା ଜଙ୍ଗଲରେ ଗୁଳି ବିନିମୟ

ପୋଲିସ ଏନକାଉଣ୍ଟରରେ ୭ ନକ୍ସଲ ନିପାତ। ଛତିଶଗଡ଼ ସୀତାଗେଟା ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ପୋଲିସକୁ ବଡ଼ ସଫଳତା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ୫ଜଣ ମହିଳା ଓ ୨ଜଣ ପୁରୁଷ ମାଓବାଦୀ ରହିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ସହ ୪ଟି ଥ୍ରୀ ନଟ୍‌ ଥ୍ରୀ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପୋଲିସକୁ ଟାର୍ଗେଟ କରିବାକୁ ମାଓବାଦୀ ଯୋଜନା କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାଓ କ୍ୟାଂପରେ ଚଢଉ କରିଥିଲେ। ଓସଟିଏଫ ଓ ଡିଆର୍‌ଜି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.