ଶୌଚ ପାଇଁ ଯାଇଥିବା ବେଳେ ୮ବର୍ଷର ଶିଶୁକନ୍ୟାକୁ ଗଳାକାଟି ହତ୍ୟା, ଅଭିଯୁକ୍ତକୁ ଅଟକ

କୁଚିଣ୍ଡା(କେନ୍ୟୁଜ୍): ୮ବର୍ଷର ଶିଶୁ କନ୍ୟାକୁ ହତ୍ୟା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ କନ୍ୟା କସଡ଼ା ଗାଁର ପ୍ରଜାଲିନ୍‌ ଧରୁଆ । ଶୌଚ ପାଇଁ ଯାଇଥିବା ବେଳେ ଶିଶୁକନ୍ୟାକୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରି ତଦନ୍ତ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.