ବୃଦ୍ଧ ମହିଳାଙ୍କୁ ଦୁଷ୍ମର୍ମ ଅଭିଯୋଗ, ଅଭିଯୁକ୍ତର ଗିରଫ ଦାବରେ ରାସ୍ତା ଅବରୋଧ କଲେ ମହିଳା

ଏକ ଅଭାବନୀୟ ଘଟଣା ଘଟିଯାଇଛି ପଟାମୁଣ୍ଡାଇ ଅଂଚଳରେ । ଜଣେ ବୃଦ୍ଧ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ସଂସାରଫଳ ଅଂଚଳରେ ।

ପଟ୍ଟାମୁଣ୍ଡାଇ :  ଏକ ଅଭାବନୀୟ ଘଟଣା ଘଟିଯାଇଛି ପଟାମୁଣ୍ଡାଇ ଅଂଚଳରେ । ଜଣେ ବୃଦ୍ଧ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ସଂସାରଫଳ ଅଂଚଳରେ ।

ଅଭିଯୁକ୍ତ ଜଣକ ଜଣେ ୮୦ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣା ପଡିବା ପରେ ଅଭିଯୁକ୍ତର ଗିରଫ ଦାବିରେ ଥାନା ଘେରିଛନ୍ତି ଶତାଧିକ ମହିଳା । ଏଥିସହ ପଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାରେ ଶତାଧିକ ଗାଡି ଅଟକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.