Below header

ଆଜି ସାମାନ୍ୟ ବୃଦ୍ଧି ପାଇଛି ପଜିଟିଭ୍‌ କେସ୍, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୨ ନୂଆ ଆକ୍ରାନ୍ତ

ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବୃଦ୍ଧି ପାଇଛି ପଜିଟିଭ୍‌ କେସ୍‌ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୨ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୬୩୮ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି । ସୁନ୍ଦରଗଡ଼ରେ ରହିଛି ସର୍ବାଧିକ ୯୦ଟି ସକ୍ରିୟ ମାମଲା । ସେହିପରି ଖୋର୍ଦ୍ଧା, କଟକ ଓ ମୟୂରଭଞ୍ଜ ଜିଲ୍ଲାରେ ୫୦ରୁ ଅଧିକ ଲେଖାଏ ଆକ୍ଟିଭ୍‌ କେସ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.