Below header
Browsing Tag

today corona latest news

ଆଜି ସାମାନ୍ୟ ବୃଦ୍ଧି ପାଇଛି ପଜିଟିଭ୍‌ କେସ୍, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୨ ନୂଆ ଆକ୍ରାନ୍ତ

ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବୃଦ୍ଧି ପାଇଛି ପଜିଟିଭ୍‌ କେସ୍‌ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୨ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୬୩୮ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି ।…

ପୁଣି ରେକର୍ଡ: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ଉପରେ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ଉପରେ କରୋନା ଟେଷ୍ଟ । ୨୪ ଘଣ୍ଟାରେ ରେକର୍ଡ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି । ୫୪ ହଜାର ୨୪୩ ଆଣ୍ଟିଜେନ୍‌, ୭ ହଜାର ୫୪ RTPCR ଓ ଟ୍ରୁନାଟ ମାଧ୍ୟମରେ ୮୨ଟି ନମୁନା ପରୀକ୍ଷା ହୋଇଛି । ଗଞ୍ଜାମରୁ ସର୍ବାଧିକ ୮ ହଜାର ୬୦୩ ଟେଷ୍ଟ…