ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୫୧୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୮୫୧୬ ଜଣ ସୁସ୍ଥତା ଲାଭ କରିଥିବା ଜଣାଯାଇଛି । ଯାହାକୁ ମିଶାଇ ୭ ଲକ୍ଷ ୮୧ ହଜାର ୪୮୮ ଛୁଇଁଥିବା ଜଣାଯାଇଛି । ଆଜି ଖୋର୍ଦ୍ଧାରୁ ୧୧୧୮ ଜଣ ଥିବା ବେଳେ କଟକରୁ ଅଛନ୍ତି ୭୩୮ ଜଣ । ଯେବେକି ବାଲେଶ୍ୱର ଜିଲ୍ଲାରୁ ୫୬୪ ଜଣ ଥିବା ବେଳେ ମୟୁରଭଞ୍ଜରୁ ୫୫୬ ଜଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.