Below header

ପ୍ରେମରେ ହତାଶ ହୋଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ନିଆଳି: ପୁଣି ଜଣେ ଯୁବକଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଏକବିରୁଆଁ ପଂଚାୟତ ସୁଧାନଗର ଗାଁର ରାହୁଲ କୁମାର ସ୍ୱାଇଁ ଜଣେ ଯୁବତୀଙ୍କୁ ପ୍ରେମ କରି ହତାଶ ହେବା ପରେ ନିକଟରେ ଥିବା ସିଠାଲୋ ବ୍ରିଜ ଉପରୁ ଦେବୀ ନଦୀକୁ ଡେଇଁ ଏବେ ଗୁରୁତର ଅଛନ୍ତି । ଅଣ୍ଟା ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ସେ କଟକ ବଡ଼ ମେଡିକାଲରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଠାରେ କହିରଖିବୁ ଯେ ପୂର୍ବରୁ ନିଆଳିର ଦେବବ୍ରତ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.