ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
କମେଣ୍ଟମରା ଓ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୋଡାଇ ଗୋଡାଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଗଙ୍ଗନଗର ଅଞ୍ଚଳରେ ଆକ୍ରମଣ ହୋଇଛି । ଆହତ ଯୁବକ ହେଲେ ପି ରାମକ୍ରିଷ୍ଣା ।
ଭୁବନେଶ୍ୱର (କେନ୍ୟୁଜ): କମେଣ୍ଟମରା ଓ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୋଡାଇ ଗୋଡାଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଗଙ୍ଗନଗର ଅଞ୍ଚଳରେ ଆକ୍ରମଣ ହୋଇଛି । ଆହତ ଯୁବକ ହେଲେ ପି ରାମକ୍ରିଷ୍ଣା । ରାମକ୍ରିଷ୍ଣା ତାଙ୍କର କିଛି ସାଙ୍ଗଙ୍କ ସହ ବସିଥିବା ବେଳେ ୮ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ପି ରାମକ୍ରିଷ୍ଣାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।