ପ୍ରେମ ସମ୍ପର୍କକୁ ମିଳିଲାନି ସ୍ୱୀକୃତି, ଗଛରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ପ୍ରେମ ପାଇଁ ଗଲା ଜୀବନ । ସ୍ୱୀକୃତି ନପାଇବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଡଲାସିଂହା ଗ୍ରାମର ମଧୁ ସାହୁ ଓ କୋଠାଭୂଇଁ ଗ୍ରାମର ବୋହୂ ଶାନ୍ତିଲତା ପ୍ରଧାନ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନଙ୍କ ଏହି ସମ୍ପର୍କକୁ ପରିବାରର ସ୍ୱୀକୃତି ମିଳିନଥିଲା । ଫଳରେ ଆଜି ସକାଳେ କମୁରୀ ଗାଁ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.