Below header

ସୋର: ଲକ୍ଷ ଲକ୍ଷ ଟଙ୍କା ହଡପ କରି ପୋଷ୍ଟମାଷ୍ଟର ଫେରାର, ପ୍ରତିବାଦରେ ତାତିଲେ ଲୋକେ

ସୋର: କେଦାରପୁର ପୋଷ୍ଟ ଅଫିସ୍ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ। ଗତ ୧୪ ତାରିଖରୁ ପୋଷ୍ଟମାଷ୍ଟର ଫେରାର ଥିବାରୁ ଲୋକମାନେ ତାଙ୍କ ପିଇସା ଫେରିପାଇବା ପାଇବେ କି ନାହିଁ ସନ୍ଦେହରେ ଅଛନ୍ତି। ଘଟଣାର ତଦନ୍ତ ପାଇଁ ସୋର ମୁଖ୍ୟ ପୋଷ୍ଟ ଅଫିସରୁ ଏକ ୧୦ ଜଣିଆ ଟମ ଘଟଣାସ୍ଥଳରେ ପହଞ୍ଚି ୧୦୦ ଜଣଙ୍କ ପାସବୁକ୍ ପ୍ରଦାନ କରିଛନ୍ତି। ଅଞ୍ଚଳବାସୀ ତୁରନ୍ତୁ ସେମାନଙ୍କ ଟଙ୍କା ଫେରସ୍ତ ପାଇବାକୁ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.