Browsing Tag

money laundering

ବିଜୟ ମାଲ୍ୟାଙ୍କ ଉପରେ ହେଉଥିବା ୱେବସିରିଜ ରୁ ହେଲା ବଡ ଖୁଲାସା, ଏହି ଓଟିଟି ପ୍ଲାଟଫର୍ମ କରିବ ରିଲିଜ

ଆପଣ ଜାଣିଥିବେ ଭାରତର ସବୁଠାରୁ ବଡ ଚର୍ଚ୍ଚିତ ଓ ବିବାଦୀୟ ବ୍ୟକ୍ତି ବିଜୟ ମାଲ୍ୟା , ଯାହାର କଳା କାରନାମା ଓ ସାମ୍ରାଜ୍ୟ ବିଷୟରେ ସମସ୍ତଙ୍କୁ ଜଣା । ଦେଶର ସବୁଠୁ ବଡ ମନି ଲଣ୍ଡ୍ରିଙ୍ଗ ଓ କୋଟି କୋଟି ଟଙ୍କା ଧାର କରି ୟୁକେ ରେ ବସିଥିବା ବିଜୟ ମାଲ୍ୟାଙ୍କ ଜୀବନ କାହାଣୀ କୁ ନେଇ ବର୍ତ୍ତମାନ…

ଟାଙ୍ଗୀ ଉଚ୍ଚପଦା ପଞ୍ଚାୟତ ଝାଡେଶ୍ୱର ସୋସାଇଟିରେ ସାଢେ ୪ କୋଟିରୁ ଅଧିକ ସୁନା ଓ ଟଙ୍କା ହଡପ୍‌ ଅଭିଯୋଗ

ଟାଙ୍ଗୀ : କଟକ ଟାଙ୍ଗୀ ଥାନା ଉଚ୍ଚପଦା ପଞ୍ଚାୟତ ଝାଡେଶ୍ୱର ସୋସାଇଟିରେ ଟଙ୍କା ହଡପ୍‌ ଅଭିଯୋଗ । ସାଢେ ୪ କୋଟିରୁ ଅଧିକ ସୁନା ଓ ଟଙ୍କା ହଡପ୍‌ ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ଝାଡେଶ୍ୱର ସୋସାଇଟିରେ ଗ୍ରାମାବସୀ ଟଙ୍କା ଓ ସୁନା ଜମା ରଖିଥିଲେ । ହେଲେ ୨…

ପାଠକ ବାପା ଓ ପୁଅଙ୍କ ଟଙ୍କା କାରବାର ତଦନ୍ତ କରିବ ଆୟକର ବିଭାଗ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କେନ୍ୟୁଜ୍(ବ୍ୟୁରୋ):  ଆକାଶ ପାଠକଙ୍କ ଟଙ୍କା କାରବାର ତଦନ୍ତ କରିବ ଆୟକର ବିଭାଗ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭିଜିଲାନ୍ସ ତରଫରୁ ଆଇଟି ଓ ଇଡିକୁ ଏ ମାମଲାର ତଦନ୍ତ ପାଇଁ କୁହାଯାଇଛି। ଆକାଶ କୁମାର ପାଠକଙ୍କ ତିନିଟି ବ୍ୟାଙ୍କ ଆକାଉଣ୍ଟରେ ୧୪କୋଟି ୭୭ ଲକ୍ଷ ଟଙ୍କା ଡିପୋଜିଟ୍‌ ହୋଇଥିଲା।…

ବୈଜୟନ୍ତ ଓ ଜଗି ମଙ୍ଗତଙ୍କ ମନି ଲଣ୍ଡରିଂ ଘଟଣା: ବୈଜୟନ୍ତଙ୍କ ସ୍ପଷ୍ଟୀକରଣ ଦାବି କଲେ ସସ୍ମିତ ପାତ୍ର

କେନ୍ୟୁଜ୍(ବ୍ୟୁରୋ):  ଆସିଲା ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏଥର ମନି ଲଣ୍ଡରିଂ ନେଇ ଗୁରୁତର ଅଭିଯୋଗ । ଦିଲ୍ଲୀରେ ସାମାଜିକ ଅନୁଷ୍ଠାନ ପାଥ୍‌ ପକ୍ଷରୁ କୁହାଯାଇଛି, ଗତ ୨୦୧୯ ମସିହା ଜାନୁଆରୀ ୨୫ରେ ଓଟିଭି ନୂଆଦିଲ୍ଲୀ ସଫଦରଜଂଗରେ ୧୦ କୋଟି…

ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରି ଅଭିଯୋଗ ଆଣିଲା ‘ପାଥ୍‌’

ଭୁବନେଶ୍ବର: ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ବିରୋଧରେ ଆସିଲା ମନି ଲଣ୍ଡରିଂ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲା ସାମାଜିକ ସଂଗଠନ ପାଥ୍‌ । କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ମାମଲାର ତଦନ୍ତରେ କାହିଁକି ଅଗ୍ରଗତି ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛି ସଂଗଠନ । ବାହାମାସ୍‌ରେ ଜାଲ୍‌…

କଳାଧନ ଠୁଳ କରିବା ଆର୍ଥିକ ଆତଙ୍କବାଦ: ହାଇକୋର୍ଟ

ନୂଆଦିଲ୍ଲୀ: କଳାଧନ ଠୁଳ କରିବା ଆର୍ଥିକ ଆତଙ୍କବାଦ । କଳାଧନ ଗୋପନ ରଖିବା ପାଇଁ ହେଉଥିବା ମନି ଲଣ୍ଡରିଂ ହେଉଛି ଆତଙ୍କବାଦୀ କାର୍ଯ୍ୟ । ଏହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ । କଳାଧନ ପ୍ରସଙ୍ଗକୁ ନେଇ ରୁଜୁ ମାମଲାରେ ଦାୟର ଏକ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ…

ସୋର: ଲକ୍ଷ ଲକ୍ଷ ଟଙ୍କା ହଡପ କରି ପୋଷ୍ଟମାଷ୍ଟର ଫେରାର, ପ୍ରତିବାଦରେ ତାତିଲେ ଲୋକେ

ସୋର: କେଦାରପୁର ପୋଷ୍ଟ ଅଫିସ୍ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ। ଗତ ୧୪ ତାରିଖରୁ ପୋଷ୍ଟମାଷ୍ଟର ଫେରାର ଥିବାରୁ ଲୋକମାନେ ତାଙ୍କ ପିଇସା ଫେରିପାଇବା ପାଇବେ କି ନାହିଁ ସନ୍ଦେହରେ ଅଛନ୍ତି। ଘଟଣାର ତଦନ୍ତ ପାଇଁ ସୋର ମୁଖ୍ୟ ପୋଷ୍ଟ ଅଫିସରୁ ଏକ ୧୦ ଜଣିଆ ଟମ…