Below header

ନୂଆଦିଲ୍ଲୀରେ ଇଣ୍ଡୋନେସିଆର ଦୂତାବାସ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ସ୍ୱତନ୍ତ୍ର କକ୍ଷ ନାମିତ

କେନ୍ୟୁଜ୍(ବ୍ୟୁରୋ):  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ସ୍ୱତନ୍ତ୍ର କକ୍ଷ ନାମିତ। ବିଜୁ ପଟ୍ଟନାୟକଙ୍କ ନାମରେ ନୂଆଦିଲ୍ଲୀରେ ଇଣ୍ଡୋନେସିଆର ଦୂତାବାସ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କକ୍ଷକୁ ଉତ୍ସର୍ଗ କରାଯାଇଛି। ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ଆମ୍ବାସାଡ଼ର ସିଦ୍ଧାର୍ଥ ସୂର୍ଯ୍ୟୋଦିପ ଏହାକୁ ଉଦ୍‌ଘାଟନ କରିଛନ୍ତି।

biju pattnaik 2

ବିଜୁ ପଟ୍ଟନାୟକଙ୍କ ଭଳି ଖୁବ କମ ବ୍ୟକ୍ତି ଦେଖିବାକୁ ମିଳିଥାନ୍ତି ବୋଲି ସେ କହିଛନ୍ତି। ଏହି ଉଦଘାଟନ ଉତ୍ସବରେ ପ୍ରେମ ପଟ୍ଟନାୟକ, ଅରୁଣ ପଟ୍ଟନାୟକ ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ରେସିଡେଣ୍ଟ କମିସନର ରବିକାନ୍ତ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.