ଏଣିକି ୧୦ ନୁହେଁ ୮ ବର୍ଷରେ ହେବ ସବ୍‌ ଇନ୍‌ସ୍ପେକ୍ଟରରୁ ଇନ୍‌ସ୍ପେକ୍ଟର ପଦୋନ୍ନତି

କେନ୍ୟୁଜ୍(ବ୍ୟୁରୋ):  ଏଣିକି ୧୦ ନୁହେଁ ୮ ବର୍ଷରେ ହେବ ପଦୋନ୍ନତି । ସବ୍‌ ଇନ୍‌ସ୍ପେକ୍ଟରରୁ ଇନ୍‌ସ୍ପେକ୍ଟର ପଦୋନ୍ନତି ୮ ବର୍ଷରେ ହେବ । ପୋଲିସ ମୁଖ୍ୟାଳୟର ପ୍ରସ୍ତାବ ଉପରେ ରାଜ୍ୟ ଗୃହ ବିଭାଗର ଅନୁମୋଦନ ମିଳିଛି । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ସଂସ୍ଥାରେ ୨୩୪ ଏସ୍‌ଆଇ ଅଛନ୍ତି । ଏମାନଙ୍କୁ ଖୁବଶୀଘ୍ର  ପଦୋନ୍ନତି ମିଳିବ  ବୋଲି ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.