ସମ୍ଭାବ୍ୟ କୋରୋନା ଭାଇରସ ପାଇଁ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସତର୍କତା, ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀଦଳ ନିୟୋଜିତ

ଭୁବନେଶ୍ବର(କେନ୍ଯୁଜ୍): ସମ୍ଭାବ୍ୟ କୋରୋନା ଭାଇରସ ପାଇଁ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସତର୍କତା ପଦକ୍ଷେପ। ଏକ ଡାକ୍ତରୀଦଳ ସମସ୍ତ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ଏହି ଡାକ୍ତରୀ ଦଳରେ କ୍ୟାପିଟାଲ ହସପିଟାଲର ଡାକ୍ତର ମଧ୍ୟ ରହିଛନ୍ତି। ଗତକାଲି ରାତି ୯ଟାରେ ଆସିଥିବା ଏକେ ୩୧ ଫ୍ଲାଇଟରେ ଆସିଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.