ସାଳିଆ ଡ୍ୟାମରୁ ମିଳିଲା ଯୁବକର ମୃତଦେହ , ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ବାଲୁଗାଁ(କେନ୍ୟୁଜ): ସାଳିଆ ଡ୍ୟାମରେ ଅଜଣା ଯୁବକର ମ୍‌ତଦେହ ଉଦ୍ଧାର।  ହତ୍ୟା ନା ଆତ୍ମହତ୍ୟା ହୋଇଛି ତହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକେ ଯୁବକର ମୃତଦେହ ଦେଖି ବାଣପୁର  ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ତେବେ ଯୁବକର ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.