ସ୍ମାର୍ଟଫୋନ କିଣି ଦେବାକୁ ମନା କରିଦେଲେ ଘର ଲୋକେ, ରାଗରେ ବେକ କାଟି ଦେଲା ଯୁବକ

ବାଲେଶ୍ବର (କେନ୍ୟୁଜ୍): ମୋବାଇଲ କିଣି ଦେବାକୁ ଘରେ ମନାକଲେ । ରାଗରେ ବେକ କାଟିଦେଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଚାନ୍ଦିପୁର ଥାନା ତପସ୍ୱୀ ଗାଁରେ । ଗୁରୁତର ଯୁବକ ହେଲେ କମଳାକାନ୍ତ ମଲିକ । ନୂଆ ଫୋନ କିଣିବାକୁ ଘରେ ଜିଦ୍‌ କରିଥିଲେ । ବାପା ମନା କରିବାରୁ ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ବେକ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.