ୱେଲ୍‌ ଗେଟ୍‌ ଅପ୍‌ରେ ଯୁବତୀଙ୍କ ଚୋରି ଉଦ୍ଯମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜୟପୁର: ୱେଲ୍‌ ଗେଟ୍‌ ଅପ୍‌ରେ ଚୋରି । ସିସିଟିଭିରେ କଏଦ ହେଲା ଯୁବତୀଙ୍କ ସ୍କୁଟି ଚୋରି ଉଦ୍ୟମର ଦୃଶ୍ୟ । ଏ ହେଉଛି ଜୟପୁରରେ ଥିବା ଏକ ଆପାର୍ଟମେଣ୍ଟର ଦୃଶ୍ୟ ।

ଯୁବତୀ ଜଣକ ଦିନ ଦ୍ୱିପହରରେ ଆପାର୍ଟମେଣ୍ଟରେ ଥିବା ସ୍କୁଟି ଗୁଡିକୁ ନକଲି ଚାବି ଦ୍ୱାରା ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ ଶେଷରେ ଫେଲ ମାରିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲାଣି ଜୟପୁର ସହରରେ ଚୋରି ସଂଖ୍ୟା ବଢିବାରେ ଲଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.