ପିପିଲିରେ ଯୁବକଙ୍କୁ ଗୁଳିମାଡ଼, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ସନ୍ଦେହ

ପିପିଲି (କେନ୍ୟୁଜ୍) : ପିପିଲିରେ ଯୁବକଙ୍କୁ ଗୁଳିମାଡ଼ । ଯୁବକଙ୍କ ଜଙ୍ଘରେ ବାଜିଛି ଗୁଳି । ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଗୁରୁତର ଯୁବକ ହେଲେ ପିପିଲି ଥାନା ଉଜାଣିପଡା ଗାଁର ସନାତନ ପ୍ରଧାନ ।

ଗୁରୁତର ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ପ୍ରଥମେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିମାଡ଼ ପରେ ପିପିଲିରେ ଚାପା ଉତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.