Below header

କଟକ ସିଡିଏ ଅଞ୍ଚଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

କଟକ: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଏଭଳି ଏକ ଘଟଣା ଘଟିଛି କଟକରେ । କଟକ ସିଡିଏ ରିଙ୍ଗରୋଡ୍ ସେକ୍ଟର-୮ ନିକଟରୁ ଏକ ନବଜାତ ଶିଶୁ କନ୍ଯାକୁ ଉଦ୍ଧାର କରାଯାଇଛି । ଖବର ପାଇ ଆଜି ପୂର୍ବାହ୍ନରେ ମରକତ୍ ନଗର ଥାନା ଆଇଆଇସିଙ୍କ ସହିତ ଏକ ଟିମ୍ ଏକ ଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ରିଙ୍ଗ୍ରୋଡ୍ ସେକ୍ଟର ୮ରେ ପରିତ୍ୟକ୍ତ ଅବସ୍ଥାରେ ଶିଶୁଟିକୁ କେହି ଫୋପାଡି ଚାଲିଚାଇଥିଲା । ତେବେ ଶିଶୁଟିକୁ ଉଦ୍ଧାର କରାଯାଇ ସିଶୁ ଭବନରେ ଚିକିତ୍ସା କରାଯାଇଥିବାବେଳେ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.