Below header

ମୟୂରଭଞ୍ଜ ମୁକୁନ୍ଦିଆପୋଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ଗୁରୁତର

ମୟୂରଭଞ୍ଜର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ଜଣ ଗୁରୁତର । ମୟୂରଭଞ୍ଜର ଠାକୁରମୁଣ୍ଡା ଥାନା ମୁକୁନ୍ଦିଆପୋଡ଼ା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଠାକୁରମୁଣ୍ଡାରୁ ଏକ ବାଇକ ଯୋଗେ ୩ଜଣ ଯୁବକ କେନ୍ଦୁଝର ପାଟଣା ଥାନାର ବାଦୁଡ଼ିଘେରା ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.