ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ମୁଖ୍ଯ ଅଭିଯୁକ୍ତ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ

ଭୁବନେଶ୍ବର(କେନ୍ୟୁଜ):ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ। ମାଷ୍ଟର ମାଇଣ୍ଡ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ। ବହୁ ଦିନର ଲୁଚକାଳି ଖେଳ ପରେ ଧରାପଡିଲେ ସରୋଜ। ଅପହରଣ ସିନ କରିବା ନାରେ ରୁମ୍ କୁ ନେଇ ଦୁଷ୍କର୍ମ କରିଥିଲେ।

ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକା ଜଣକ ଭରତପୁର ଥାନାରେ ଏତଲା କରିବା ପରେ ପୋଲିସ ସରୋଜ ବିଶ୍ୱାଳକୁ ବହୁ ଖୋଜା ଖୋଜି କରିଥିଲେ। ଶେଷରେ ସରୋଜକୁ ଧରିବାରେ ସଫଳ ହୋଇଛି ପୋଲିସ। ପୋଲିସ ସରୋଜକୁ ନେଇ ସିନ ରିକ୍ରିଏସନ କରିବାକୁ ଯୋଜନା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.