Below header

ବାଲେଶ୍ୱର: ଏସିଏଫ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଆଚରଣର ଭିଡିଓ ଭାଇରାଲ, ଏସିଏଫଙ୍କ ଖଣ୍ଡନ

ବାଲେଶ୍ୱର(କେନ୍ୟୁଜ୍): କୁଲଡିହା ସଂରକ୍ଷିତ ଅଭୟାରଣ୍ୟର ଏସିଏଫ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ କୁଲଡିହା ଏସିଏଫ ଲକ୍ଷ୍ମଣ କୁମାର ପ୍ରଧାନ ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଅଶ୍ଳୀଳ ଆଚରଣ କରୁଥିବା କୁହାଯାଉଛି । ଏହି ଭିଡିଓ ମୋବାଇଲ ଫୋନରୁ ମୋବାଇଳ ଫୋନକୁ ଘୂରି ବୁଲୁଛି । ହେଲେ ଅଭିଯୋଗକୁ ଏସିଏଫ ଲକ୍ଷ୍ମଣ କୁମାର ପ୍ରଧାନ ଖଣ୍ଡନ କହିଛନ୍ତି । କହିଛନ୍ତି, ଏହି ଭିଡିଓର ତଦନ୍ତ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.