ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ଆଜିଠାରୁ ଆଧାର ଲିଙ୍କ ଜରିଆରେ ପାଇବେ ଖାଦ୍ୟ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠାରୁ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ଆଧାର ଲିଙ୍କ ଜରିଆରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଖାଦ୍ୟ ପାଇବେ । ରାଜ୍ୟରେ ୯୭ ଦଶମିକ ୭ ପ୍ରତିଶତ ଲୋକେ ଆଧାର ଲିଙ୍କ କରିଛନ୍ତି । ୨ ଲକ୍ଷ ହିତାଧିକାରୀ ଆଧାର ଲିଙ୍କ କରିନାହାନ୍ତି । ସେପଟେ ନୂଆଁଖାଇ, ଗଣେଶ ପୂଜା ପାଇଁ ଛୁଟି ପଡୁଥିବାରୁ ଆସନ୍ତା ୧୦ ସେପ୍ଟେମ୍ବର ଯାଏ ଚାଷୀ ପଞ୍ଜୀକରଣ କରିପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.