ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ବଡ଼ ଖୁଲାସା, କହିଲେ ପୁଅର ମୃତ୍ୟୁ ପଛରେ ରହିଛି ସାଇକୋ ଲେଡିର ହାତ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟର ନୂଆ ଟ୍ବିଷ୍ଟ । ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ବଡ଼ ଖୁଲାସା । ଆଦିତ୍ୟଙ୍କ ମୃତ୍ୟୁ ପଛରେ ରହିଛି ସାଇକୋ ଲେଡିର ହାତ ଥିବା ସେ କହିଛନ୍ତି ।

ସାଇକୋ ଲେଡିଙ୍କୁ ସେ ଗୁଜରାଟରେ ଥିବା ବେଳେ ଦେଖିଥିବା କହିଛନ୍ତି । ସେ ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ଓ ବ୍ଲାକମେଲ୍‌ ମଧ୍ୟ କରୁଥିଲେ । ସେ ଆଦିତ୍ୟଙ୍କୁ ବର୍ଷେ ହେବ ଏକତରଫ ପ୍ରେମ କରୁଥିବା ଆଦିତ୍ୟଙ୍କ ବାପା କହିଛନ୍ତି । ଏହା ସହ ୨୦ ଦିନ ହେବ ଏହି ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.