Below header

ଖୋର୍ଦ୍ଧା: ଏସଟିଏଫ ନୋଟିସ ପରେ ମଉଳିଲା ପଦକ ଆଶା, ରାଷ୍ଟ୍ରପତି ପଦକ ତାଲିକାରୁ ବାଦ ପଡ଼ିଲେ ଥାନା ଅଧିକାରୀ ବିକ୍ରମ ଜେନା

ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ମନୋନୀତ ହୋଇଥିଲେ ଖୋର୍ଦ୍ଧା ସଦର ଥାନା ଅଧିକାରୀ ବିକ୍ରମ ଜେନା। ଆଜି ପଦକ ପ୍ରଦାନ ହୋଇଥିବା ବେଳେ ପଦକ ପାଇଁ ନା ଡାକରା ଆସିଲା ନା ମିଳିଲା ପଦକ । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ନୋଟିସ ପରେ ପଦକ ତାଲିକାରୁ ତାଙ୍କୁ ବାଦ ଦିଆଯାଇଛି। ଖୋର୍ଦ୍ଧାରେ ଖଣି ମାଫିଆଙ୍କ ସହ ସମ୍ପର୍କ ନେଇ ଗତକାଲି ଏସଟିଏଫ୍‌ ପକ୍ଷରୁ ନୋଟିସ ହୋଇଥିଲା । ଏହାପରେ ବିକ୍ରମଙ୍କ ପୋଲିସ ପଦକ ଆଶା ମଉଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.