Below header

କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ପୁଣି ନକଲି କାରଖାନା ଠାବ, ମାଟିତଳେ ପୋତାଗଲା କେଜି କେଜି ଘିଅ

ଅପମିଶ୍ରିତ ସସ୍‌, ସରବତ ଓ ଆଚାର ବି ନଷ୍ଟ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପଲଟିଛି କଟକ ସହର। ପୁଣି ନକଲି କାରଖାନା ଠାବ କରାଯାଇଛି। କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ଚାଲିଥିବା ଜବତ ଘିଅକୁ ନଷ୍ଟ କଲା ଜଗତପୁର ଥାନା ପୋଲିସ।

ମାଟିତଳେ ପୋତାଗଲା କେଜି କେଜି ଘିଅ । ଅପମିଶ୍ରିତ ସସ୍‌, ସରବତ ଓ ଆଚାର ବି ନଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.