Browsing Tag

duplicate ghee

ବଜାରର ନକଲି ଘିଅ ପ୍ରତି ରୁହନ୍ତୁ ସତର୍କ , ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍ସ

ଘରେ  ଦେଶୀ ଖାଇବା ତିଆରି ହେବା ମାତ୍ରକେ ଘିଅର ଛୁଙ୍କ ଦିଆଯାଏ । ବିଶ୍ୱାସ ରହିଛି ଯେ, ଏହାଦ୍ୱାରା ଶରୀରରେ ସବୁ ରୋଗରୁ ମୁକ୍ତି ମିଳେ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଘିଅକୁ ଘରେ ପ୍ରସ୍ତୁତ କରିବା ପାଇଁ କାହାରି ପାଖେ ସମୟ ନାହିଁ । ତେଣୁ ଏହାର ବ୍ୟବହାର ପାଇଁ ବଜାରରୁ କିଣିକି…

ଭଞ୍ଜନଗରରେ ନକଲି ଘିଅ ଗୋଦାମ ଠାବ, ନାମୀ ଦାମୀ କମ୍ପାନୀ ସିଲ୍‌ରେ ଚାଲିଥିଲା କାରବାର

ଭଞ୍ଜନଗର (କେ ନ୍ୟୁଜ୍‌) : କରୋନା ସଂକ୍ରମଣ କୁ ନେଇ ସମସ୍ତେ ଏବେ ଚିନ୍ତାରେ । ଏଭଳି ପରିସ୍ଥିତିରୁ ତ୍ରାହି ପାଇବା ପାଇଁ ଅନେକ ଲୋକେ ଏବେ ନିଜ ଘରେ ଅଧିକାଂଶ ସମୟ ରହିବାକୁ ପଡୁଛି । ବଜାରରୁ ସଉଦା କିଣି ଘରେ ଯାହା କିଛି ଖାଇ ଦିନ କାଟିବାକୁ ପଡ଼ୁଛି । ହେଲେ ଏହି ସମୟରେ ଯଦି ଖାଇବା ସାମଗ୍ରୀ…

କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ପୁଣି ନକଲି କାରଖାନା ଠାବ, ମାଟିତଳେ ପୋତାଗଲା କେଜି କେଜି ଘିଅ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପଲଟିଛି କଟକ ସହର। ପୁଣି ନକଲି କାରଖାନା ଠାବ କରାଯାଇଛି। କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ଚାଲିଥିବା ଜବତ ଘିଅକୁ ନଷ୍ଟ କଲା ଜଗତପୁର ଥାନା ପୋଲିସ। ମାଟିତଳେ ପୋତାଗଲା କେଜି କେଜି ଘିଅ । ଅପମିଶ୍ରିତ ସସ୍‌, ସରବତ ଓ ଆଚାର ବି ନଷ୍ଟ…

ସୁବାସ ଘିଅ କମ୍ପାନୀ ମାଲିକଙ୍କୁ ଗିରଫ କଲା ଜଗତପୁର ଥାନା ପୋଲିସ୍, କେମିକାଲ ମିଶାଇ ଅପମିଶ୍ରଣ ସାମଗ୍ରୀ କରୁଥିଲେ…

କଟକ: ଗିରଫ ହେଲେ ଅପମିଶ୍ରଣ ଘିଅ ପ୍ରସ୍ତୁତକାରୀ କମ୍ପାନୀ ମାଲିକ । ସୁବାସ ଘିଅ କମ୍ପାନୀ ମାଲିକ ସୁବାସ ମଲ୍ଲିକଙ୍କୁ ଗତକାଲି ଗିରଫ କରିଛି କଟକ ଜଗତପୁର ଥାନା ପୋଲିସ । ଗତବର୍ଷ ନଭେମ୍ବର ମାସ ୨୯ ତାରିଖରେ ଜଗତପୁର ଶିଳ୍ପାଞ୍ଚଳର ସୁବାସ ଘିଅ ଫାକ୍ଟ୍ରିରେ ରେଡ଼ କରିଥିଲା କମିସନରେଟ ପୋଲିସ ।…

ରୂପେଲୀ ସହରରେ ଧୂମ ଜମୁଛି ନକଲି ବେପାର, ଆଜି ପୁଣି ଗୁଆ ଘିଅ ନାମରେ ବଜାରକୁ ଛାଉଥିବା ଅପମିଶ୍ରିତ ଘିଅ କମ୍ପାନୀ ସିଜ୍

କଟକ(କେନ୍ୟୁଜ୍):  କମିଶନରେଟ ପୋଲିସ ସିଲ କଲା ୧୯ ତମ ନକଲି କମ୍ପାନୀ। ନକଲି ସସ୍,ନକଲି ମସଲା,ନକଲି ଘିଅ ବିକ୍ରିର ପେଣ୍ଠସ୍ଥଳ ହୋଇଛି କଟକ ସହର। ଅଧିକ ଲାଭ ଆଶାରେ ସାଧାରଣ ଲୋକଙ୍କ ବିଶ୍ୱାସ ଓ ଜୀବନ ସହିତ ଖେଳ ଖେଳୁଛନ୍ତି ଅସାଧୁ ବ୍ଯବସାୟୀ।ଗୋଟିଏ ଜିନିଷ ତିଆରିକରିବାକୁ ଅନୁମତି ନେଇ…

କଟକ: ପୁଣି ଏକ ନକଲି ଘିଅ ଗୋଦାମ ଠାବ, ୪ ଲକ୍ଷ ଟଙ୍କାରୁ ଅଧିକ ନକଲି ସାମଗ୍ରୀ ଜବତ

କଟକ(କେନ୍ୟୁଜ୍): ପୁଣି ଏକ ନକଲି ଘିଅ ଗୋଦାମ ଠାବ।  ନୂଆବଜାର ଛକ ନିକଟରେ ଚାଲିଥିଲା ଘିଅରେ ଅପମିସରଣ କାରବାର। ଏହି ଘଟଣାରେ ଜଣେ ଅଟକ। ୪ ଲକ୍ଷ ଟଙ୍କାରୁ ଅଧିକ ନକଲି ସାମଗ୍ରୀ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ସେହିଭଳି ଚାଉଲିଆଗଞ୍ଜ ଅଞ୍ଚଳରୁ ପୁଣି ନକଲି ହଳଦୀ ଗୁଣ୍ଡ ଓ ଲଙ୍କା…