Browsing Tag

duplicate souce

କଟକରୁ ପୁଣି ନକଲି ସସ୍ ଜବତ, ମାଲଗୋଦାମ ପୋଲିସ କଲା ଚଢାଉ

କଟକ(କେନ୍ୟୁଜ୍):କଟକ ମାଲଗୋଦାମରେ ନକଲି ବିଲାତି ଓ ଚିଲି ସସ୍ ଜବତ। ବିପୁଳ ପରିମାଣରେ ସସ୍ ଜବତ କଲା ମାଲଗୋଦାମ ଥାନା ପୋଲିସ। ୧୦ ପେଟି ମାଲ ଜବତ। ବୟାଲିଶ ମୌଜା ଫ୍ରାକ୍ଟ୍ରି ଉପରେ ମଧ୍ୟ ଚଢ଼ାଉ କରିଛି ପୋଲିସ। ସେପଟେ ଏହି  ଘଟଣାକୁ ନିନ୍ଦା କରିଛି କଟକ ବଣିକ ସଙ୍ଘ।  କିଛି ଅସାଧୁ…

ଜବତ ହେବ ତୁରନ୍ତ ନଷ୍ଟ ହେବ, ଆଉ ସାଇତି ରଖାଯିବନାହିଁ ନକଲି ଏବଂ ଅପମିଶ୍ରିତ ମାଲ୍‌

କଟକ (କେନ୍ୟୁଜ) : ଅପମିଶ୍ରିତ ସାମଗ୍ରୀ ହେଉ କି ନକଲି ମାଲ। ସାଙ୍ଗେ ସାଙ୍ଗେ ନିଆଯିବ ଆକ୍ସନ। ମାନେ ଏଣିକି ଜବତ ନକଲୀ ସାମଗ୍ରୀକୁ ସାଇତି ରଖାଯିବନାହିଁ। ସାଇତି ରଖି ଯାଗା ନଷ୍ଟ ନ କରି ଯେତେ ଶୀଘ୍ର ଏସବୁକୁ ନଷ୍ଟ କରି ମିଶାଇ ଦିଆ ଯିବ ମାଟିରେ। ଆଜି ଜଗତପୁର ଶିଳ୍ପାଞ୍ଚଳସ୍ଥିତ ସୁବାସ ଘିଅ…

କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ପୁଣି ନକଲି କାରଖାନା ଠାବ, ମାଟିତଳେ ପୋତାଗଲା କେଜି କେଜି ଘିଅ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପଲଟିଛି କଟକ ସହର। ପୁଣି ନକଲି କାରଖାନା ଠାବ କରାଯାଇଛି। କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ଚାଲିଥିବା ଜବତ ଘିଅକୁ ନଷ୍ଟ କଲା ଜଗତପୁର ଥାନା ପୋଲିସ। ମାଟିତଳେ ପୋତାଗଲା କେଜି କେଜି ଘିଅ । ଅପମିଶ୍ରିତ ସସ୍‌, ସରବତ ଓ ଆଚାର ବି ନଷ୍ଟ…