ଲକଡାଉନ ଓ ସଟଡାଉନ ସମୟରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ) : ଔଷଧ ଦୋକାନ ଭଳି ସବୁ ସମୟରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବସାୟ ପ୍ରତିଷ୍ଠାନ । ଏହି ଦୋକାନ ଉପରେ କୌଣସି କଟକଣା ଲାଗିବନି । ଉଭୟ ଲକଡାଉନ ଓ ସଟଡାଉନ୍‌ରେ ବିହନ, ସାର, କୃଷି ଉପକରଣ ଓ କୃଷି ଯନ୍ତ୍ରପାତି ଦୋକାନ ଖୋଲା ରହିବ । ଚାଷୀମାନେ ଚାଷକାର୍ଯ୍ୟ ସହ କୃଷିଜାତ ଦ୍ରବ୍ୟର ବିକ୍ରି କରିପାରିବେ । ଏହାସହ କୃଷି ଉପକରଣର ଯାତାୟତ ବିନା ବାଧାବିଘ୍ନରେ କରିପାରିବେ ବୋଲି କହିଛନ୍ତି ରିଲିଫ୍‌ କମିଶନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.