Below header

ଆଜିଠୁ ଆରଡି ଆଖଣ୍ଡଳମଣୀ ପୀଠରେ ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଆରଡି ଆଖଣ୍ଡଳମଣୀ ପୀଠରେ ସର୍ବସାଧାରଣ ଦର୍ଶନ ବନ୍ଦ । କୋଭିଡ୍‌ ସଂକ୍ରମଣକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀ ପୀଠ ପାଇଁ କଟକଣା ଜାରି କରିଛି ।

ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏ ବନ୍ଦ ରହିବ ଆଖଣ୍ଡଳମଣୀ ପୀଠ । ଏହି ସମୟରେ ଭକ୍ତଙ୍କୁ ଦର୍ଶନ ମନା । କେବଳ ସେବାୟତ କୋଭିଡ ନିୟମ ମାନି ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିପାରିବେ । ଏଥିସହ ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.