ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଅଭିନେତ୍ରୀ ଆଣିଲେ ଅଭିଯୋଗ

ଭୁବନେଶ୍ବର (କେନ୍ଯୁଜ୍) : ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଅଭିଯୋଗ । ଦ୍ୱିତୀୟ ପତ୍ନୀ ଦାବି କରୁଥିବା ମହିଳା ଲତା ମଣ୍ଡଳ ଓ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଏତଲା ଦେଇଛନ୍ତି ଲତା ମଣ୍ଡଳ ।

daitari 2

ଅଭିଯୋଗ ଅନୁଯାୟୀ, ଲତା ମଣ୍ଡଳ ବି ଜଣେ ଯାତ୍ରା ଅଭିନେତ୍ରୀ । ପତ୍ନୀର ମର୍ଯ୍ୟାଦା ସହ ତାଙ୍କ ପୁଅକୁ ପିତୃତ୍ୱ ପରିଚୟ ଦେବାକୁ ଦାବି କରିଛନ୍ତି ଲତା ମଣ୍ଡଳ । ଭଦ୍ରକ କୋର୍ଟରେ ବି ମାମଲା ରୁଜୁ କରିଛନ୍ତି ।

daitari

ଲତା ଅଭିଯୋଗ କରିଛନ୍ତି, ଏକାଠି ଯାତ୍ରାରେ ଅଭିନୟ କରିବା ପରେ ସେ ଭଲ ପାଇ ଦୈତାରୀ ପଣ୍ଡାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ ହୋଇଥିଲେ । ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ଲତାଙ୍କ ପାଖରେ ରହୁଛନ୍ତି ।

Leave A Reply

Your email address will not be published.