ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ: ପୁଅକୁ ପିଟିପିଟି ହତ୍ୟା କରାଯାଇଥିବା କହିଲେ ପରିବାର ଲୋକ

ପାରାଦୀପ(କେନ୍ୟୁଜ): ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ଜଣଙ୍କ ହେଲେ ମନୋରଞ୍ଜନ ରେଡି । ହାଜତ ମୃତ୍ୟୁ ନେଇ ଅଭିଯୋଗ ଆଣିଛନ୍ତି ମୃତ ମନୋରଞ୍ଜନଙ୍କ ବାପା ।

ବ୍ରାଉନସୁଗର ମାମଲାରେ ହାଜତରେ ଥିଲେ ମନୋରଞ୍ଜନ ଓ ପୋଲିସ ତାଙ୍କୁ ବାଡେଇ ବାଡେଇ ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.