Below header

ରାୟଗଡ଼ା ସହରର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂମିକମ୍ପ। ସହରର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୋର ୪ଟାରୁ ରାୟଗଡ଼ା ସହର, ଥେରୁବାଲିରେ ଭୂମିକମ୍ପ ହୋଇଥିଲା।

ମାତ୍ର ୨ ସେକେଣ୍ଡ ପାଇଁ ଥରିଉଠିଥିଲା ରାୟଗଡ଼ା ଜିଲ୍ଲା। ତେବେ ଭୂମିକମ୍ପରେ କିଛି କ୍ଷୟ କ୍ଷତି ହୋଇ ନଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.