Below header

ରାଜଧାନୀରେ ଆଜି ପୁଣି ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୧୫୦ ଓ ଲୋକାଲ କେସ ରହଛି ୬୫

ଭୁବନେଶ୍ଵର (କେନ୍ୟୁଜ): ରାଜଧାନୀରେ ସାଂଘାତିକ ସ୍ଥିତି। ଆଜି ପୁଣି ଭୁବନେଶ୍ୱରରୁ ୨୧୫ କରୋନା ପଜିଟିଭ୍‌ ଚିହ୍ନଟ । ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୫୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୫ ଜଣ ପଜିଟିଭ୍‌ ବାହାରିଛନ୍ତି ।

Image

ସେହିପରି ଭୁବନେଶ୍ୱରର ୧୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୩ ଶହ ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୪୧ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୧୨୦୯ ଆକ୍ରାନ୍ତ ।

Image

ମୃତ୍ୟୁ ସଂଖ୍ୟା ୧୩ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.