ଭୁଶୁଡୁଛି ଲାଲଗଡ଼, ଅସ୍ତ୍ର ଛାଡ଼ିଲେ ଆଉ ଜଣେ ମାଓବାଦୀ

କନ୍ଧମାଳ(କେନ୍ୟୁଜ୍):  ଅସ୍ତ୍ର ଛାଡ଼ିଲେ ଆଉ ଜଣେ ମାଓବାଦୀ । କନ୍ଧମାଳ BGN ଡିଭିଜନ ମାଓବାଦୀ ରାହୁଲ ମୂଷାକିରଙ୍କ ଆତ୍ମସମର୍ପଣ । ସରକାରଙ୍କ ସରେଣ୍ଡର ପଲିସିରେ ଆକୃଷ୍ଟ ହୋଇ ଆତ୍ମସମର୍ପଣ କରିଛନ୍ତି ରାହୁଲ ମୁଷାକିର । ୨୦୧୫ରୁ ମାଓ ସଙ୍ଗଠନରେ ସାମିଲ ଥିଲେ ରାହୁଲ । ଆତ୍ମସମର୍ପଣ କରିବା ପରେ ରାହୁଲଙ୍କୁ ସରେଣ୍ଡର ପଲିସିର ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.